ଧାନମଣ୍ଡିରେ ସେଲସ୍‌ମ୍ୟାନ୍‌ଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ କର୍ମଚାରୀ ଏବଂ ସେଲସ୍‌ମ୍ୟାନ୍‌ ଉପସ୍ଥିତ ଥିଲେ। ହଠାତ୍ ତିନି ଜଣ ସଶସ୍ତ୍ର ନକ୍ସଲ ମଣ୍ଡି ଭିତରେ ପଶିଥିଲେ। ସେଲସ୍‌ମ୍ୟାନ୍‌ଙ୍କୁ ଧରି ଟାଙ୍ଗିଆ ଏବଂ କୁରାଢ଼ିରେ ଅତି ନିର୍ମମ … Continue reading ଧାନମଣ୍ଡିରେ ସେଲସ୍‌ମ୍ୟାନ୍‌ଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ